Kniha Chha Mana Atha Guntha Fakir Mohan Senapati

Chha Mana Atha Guntha

Jazyk: Urijština
Vazba: Brožovaná
Vydavatel: BLACK EAGLE BOOKS
Dostupnost: Skladem u dodavatele
Odesíláme za 14-21 dnů
327
'ଛ ମାଣ ଆଠଗୁଣ୍ଠ' ଭୂମି କୈନ୍ଦ୍ରିକ ଉପନ୍ୟାସ । ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଓଡ଼ିଆ ଜନଜୀବନର ମୂଳଭିତ୍ତି ଥିଲା ଭୂସ...

Informace o knize

Jazyk
Urijština
Vazba
Kniha - Brožovaná
Vydáno
2022
Stránek
158
EAN
9781645602699
ISBN
1645602699
Enbook ID
39005022
Vydavatel
Hmotnost
209
Rozměry
140 x 216 x 9

Kompletní popis

'ଛ ମାଣ ଆଠଗୁଣ୍ଠ' ଭୂମି କୈନ୍ଦ୍ରିକ ଉପନ୍ୟାସ । ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଓଡ଼ିଆ ଜନଜୀବନର ମୂଳଭିତ୍ତି ଥିଲା ଭୂସମ୍ପଦ ଓ ଗୋ ସମ୍ପଦ । ଏତଦ୍‌ବ୍ୟତୀତ ଗୁଡ଼ାଏ କୁସଂସ୍କାର ଓ ଅନ୍ଧବିଶ୍ୱାସ ଏଭଳି ପ୍ରଭାବ ବିସ୍ତାର କରିଥିଲା ଯେ ସେହି ସମୟର ସମାଜରେ ପୁରୋହିତମାନଙ୍କର କଥାକୁ ବିନା ପ୍ରଶ୍ନରେ ଗ୍ରହଣ କରାଯାଉଥିଲା । ଅଶିକ୍ଷା, ସ୍ୱାର୍ଥପରତା, ଆତ୍ମଗର୍ବ ସହିତ ମିଶି ଯାଇଥିଲା ଅନ୍ୟକୁ ନିମ୍ନ ସ୍ତରର ବୋଲି ପ୍ରତିପାଦନ କରିବାର ମାନସିକତା । ଫକୀରମୋହନ ସ୍ତ୍ରୀଶିକ୍ଷାର ପକ୍ଷପାତୀ ଥିଲେ । କନ୍ୟା ଧନ ବିପକ୍ଷରେ ଲେଖନୀ ଚାଳନା କରିଥିଲେ । ଶିକ୍ଷା କିଭଳି ମଣିଷକୁ ଉଦାର କରିଦିଏ ତାହା ତାଙ୍କର ଅନେକ ରଚନାରେ ପ୍ରତିପାଦିତ । ତେବେ 'ଛାମାଣ ଆଠଗୁଣ୍ଠ'ରେ ଭୂମି ଓ ଧେନୁ ସମ୍ପଦ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଛ ମାଣ ଆଠଗୁଣ୍ଠ ତାଙ୍କର ପ୍ରଥମ ଉପନ୍ୟାସ ।


'ଛ ମାଣ ଆଠଗୁଣ୍ଠ' ୧୮୯୭ରୁ ୧୮୯୯ ପର୍ଯ୍ୟନ୍ତ ଦୁଇବର୍ଷ କାଳ ଧାରାବାହିକ ଭାବରେ ଉତ୍କଳ ସାହିତ୍ୟରେ 'ଧୂର୍ଜଟୀ' ଛଦ୍ମ ନାମରେ ପ୍ରକାଶିତ ହେଉଥିଲା । ୧୯୦୨ରେ ଏହା ପୁସ୍ତକ ଆକାରରେ ପ୍ରକାଶିତ ହେଲା । ପୁସ୍ତକରେ ଲେଖକ ଭାବରେ ଫକୀର ମୋହନ ସେନାପତିଙ୍କ ନାମ ଉଲ୍ଲେଖ ଥିଲା । ଧାରାବାହିକ ଭାବେ ପ୍ରକାଶିତ ହେଉଥିବା ସମୟରେ ଏହା ଖୁବ୍ ଲୋକପ୍ରିୟ ହୋଇଥିଲା । 

Mohlo by vás zajímat

Noisy Farm

Jessica Greenwell
305
896

Vesco

Herzog
411

Life Actually

Nargis Gercke-Bhatia
622
358

Magic Marks the Spot

Caroline Carlson
185

Prefaces To Unwritten Works

Friedrich Wilhelm Nietzsche
458

Kings and the Moon

James Stephens
496
336

Search for Justice

Peter Charles Hoffer
2 013

Zákaznicí kteří koupili tuto knihu koupili také

Living Infinite

Chantel Acevedo
480

Holland And Germany

Jacques Casanova
474

Is This a Book?

Angus Phillips
455
307
319

manuale

Epitteto
256

Hrobka

Ondřej Müller
293
84

Murder Movie

Jill McGown
129
692

This Other Eden

Paul Harding
220

Hermit

Jade Angeles Fitton
296
475
93

Gender, Class and Food

Julie M. Parsons
1 310
300
1 077